

Latest News & Current Affairs for Govt Job Aspirants
This is the Right Place for Serious Government Job Aspirants
ଓଡ଼ିଶା ରେ ସ୍ୱାଧୀନତା ପରଠାରୁ ଆଜିପର୍ଯ୍ୟନ୍ତ ମୋଟ 15ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ନବୀନ ପଟନାୟକ ସବୁଠୁ ଅଧିକ ଦିନ 24 ବର୍ଷ 98 ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ଦାୟିତ୍ୱ ତୁଲାଇ ଛନ୍ତି | ସବୁଠୁ କମ ଦିନ ବିନାୟକ ଆଚାର୍ଯ୍ୟ ମୋଟ 122 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ |
ସ୍ୱାଧୀନତା ପରଠାରୁ ଓଡିଶା ସମୁଦାୟ 6 ଥର ରାଷ୍ଟ୍ରପତି ଶାସନ ଅଧୀନରେ ରହିଆସିଛି।
ଅଧିକ ଜାଣିବା ପାଇଁ ଆମସହ ଯୋଡି ହୋଇ ରୁହନ୍ତୁ ।